ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ

କନ୍ଧମାଳ : ପୁଣି ଥରେ ଲଜ୍ଜା। କନ୍ଧମାଳରେ ଆଉ ଏକ ନାବାଳିକା ଗର୍ଭବତୀ ହୋଇଥିବା ଖବର ଆସିଛି। ନିଜ ମଉସାଙ୍କ ଦ୍ୱାରା ଅତ୍ୟାଚାର ଶିକାର ହୋଇଛନ୍ତି ନାବାଳିକା।

ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ନିଜ ମଉସା ଘରକୁ ଖରା ଛୁଟିରେ ବୁଲିବାକୁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କ ସହ ଅତ୍ୟାଚାର ହୋଇଥିବା ଅଭିଯୋଗ ଆସିଛି।

ତେବେ ଏନେଇ ଜଣାପଡ଼ିବା ପରେ ପୀଡ଼ିତାଙ୍କୁ ମେଡିକାଲିରେ ଭର୍ତ୍ତି କରାଯାଇଛି। ପୀଡ଼ିତା ଜଣକ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବ୍ରାହ୍ମଣୀ ଗାଁରେ ଏତଲା ଦିଆଯାଇଛି। କନ୍ଧମାଳ ଜିଲ୍ଲାରୁ ବାରମ୍ବାର ଏପରି ଖବର ଆସୁଛି। ଯାହା ପରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ।

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like