ତେଲ କଡ଼େଇରେ ହାତ ବୁଡାଇ ଶିଶୁ ଗୁରୁତର

ନୀଳଗିରି : ତେଲ କଡ଼େଇରେ ପଡି ଶିଶୁ ଗୁରୁତର।  ଏମିତି ଏକ ଦୁଃଖଦ ଖବର ଆସିଛି ନୀଳଗିରିର ରାଜନଗର ଅଞ୍ଚଳରୁ। ତେଲ କଡ଼େଇରେ ହାତ ବୁଡାଇ ଦେବାରୁ ଜଣେ ଶିଶୁ ଗୁରୁତର ଆହତ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରାଜନଗର ଗାଁର ସନ୍ତୋଷ ପଣ୍ଡାଙ୍କ ତିନିବର୍ଷର ଶିଶୁ ସତ୍ୟଜିତ୍ ଘରେ ଖେଳୁଥିଲେ। ଏତିକି ବେଳେ ତେଲ କଡ଼େଇରେ ହାତ ବୁଡାଇ ଦେଇଥିଲେ।

You might also like