ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମାପିବେ ନବୀନ

ଭୁବନେଶ୍ୱର: ମେ ୧୫ରୁ ବିଭିନ୍ନ ବିଭାଗ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ନବୀନ। ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ନିଜ ବିଭାଗର ୫ଟି ଭଲ କାମ ଜଣାଇବେ। ବିଭାଗକୁ କେତେ ଲୋକାଭିମୁଖୀ କରାଯାଇ ପାରିଛି, ମନ୍ତ୍ରୀ ଜଣାଇବେ ବୋଲି ନବୀନ କହିଛନ୍ତି।

 

You might also like