ପେଟ୍ରୋଲ ପମ୍ପରେ ଠକେଇ; ମାଗିଲେ ୧ ଲିଟର, ମିଳିଲା ୬୦୦ ମିଲିଲିଟର

ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ବ୍ଲକ୍‌ ନୂଅାବଜାର ସ୍ଥିତ ଦେବୀ ପେଟ୍ରୋଲ ପମ୍ପରେ ମାପକୁ ନେଇ ଠକେଇ ଅଭିଯୋଗ। ପେଟ୍ରେଲ ପମ୍ପରେ ୧ ଲିଟର ବଦଳରେ ୬ଶହ ମିଲିଲିଟର ପେଟ୍ରୋଲ ମିଳିଥିବା ଅଭିଯୋଗ ହୋଇଥିଲା।

ଖବର ମୁତାବକ, ଜଣେ ଯୁବକ ପେଟ୍ରୋଲ ପମ୍ପ ଯାଇ ଏକ ଲିଟର ତେଲ ମାଗିଥିଲେ । କିନ୍ତୁ ତେଲ ମାପିବାରୁ ୬୦୦ ମିଲିଲିଟର ହେବାରୁ ସେ ଏହାର ପ୍ରତିବାଦ କରିଥିଲେ।  ଘଟଣାକୁ ନେଇ ପ୍ରତିବାଦ କରି ସ୍ଥାନୀୟ ଲୋକେ ପେଟ୍ରୋଲ ପମ୍ପ ଅାଗରେ ଅାନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ପେଟ୍ରୋଲ ପମ୍ପକୁ ପ୍ରଶାସନ ବନ୍ଦ କରି ଦେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like