• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

ସୋନପୁର: ଦବଙ୍ଗ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ ମାମଲା ଦାୟର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଗତ ୪ ତାରିଖ ବୀରମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇ ବିଜୟ କୁମାର ବାରିକ ପାଟ୍ରୋଲିଂ ସମୟରେ ଜଣେ ଜଳଖିଆ ଦୋକାନୀକୁ ମାଡ଼ ମାରିଥିଲେ।

ସେହି ସମୟରେ ଦୋକାନୀ ଜଣଙ୍କ ଦେହରେ ଗରମ ତେଲ ପଡି ପୋଡିଯାଇଥିଲେ। ଘଟଣାକୁ ନେଇ ଗତକାଲି ଦୀର୍ଘ ସମୟ ଧରି ବୀରମହାରାଜପୁର ଛକକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

ପରେ ନ୍ୟାୟ ଦାବିରେ ପିଡୀତଙ୍କ ପତ୍ନୀ ତାରା ବିଶ୍ୱାଳ ସଂପୃକ୍ତ ଏସଆଇ ବିଜୟ କୁମାର ବାରିକଙ୍କ ନାଁରେ ବୀରମହାରାଜପୁର ଥାନାରେ ଏକ ମାମଲା ଦାୟର କରିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ।

Case-has-been-filed-against-the-police-officer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories