• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ରାଇଗୁରି ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ, ହାତୀର ବୟସ ପ୍ରାୟ ୪ବର୍ଷ ହେବ ବୋଲି କୁହାଯାଉଛି।

ସୁଚନା ଅନୁସାରେ ହାତୀଟି ଜରଡା ରେଞ୍ଜ ରାଇଗୁରି ଜଙ୍ଗଲରେ ହାତୀ ପଲରୁ ଏକୁଟିଆ ହୋଇ ବୁଲୁଥିଲା। ଗତକିଛି ଦିନ ହେଲା ଅସୁସ୍ଥ ହେବା ଦେଖି ବନବିଭାଗ ତାର ଚିକିତ୍ସା କରୁଥିବାବେଳେ ଗତକାଲି ହାତୀଟି ପ୍ରାଣ ହରାଇଥିବା ଏସିଏଫ୍ କହିଛନ୍ତି।

https://youtu.be/_KLxja2fsBA

Carcass-of-an-elephant-found-in-sundergarh-forest
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories