ରେଙ୍ଗାଳି ଡ୍ୟାମ୍‌ରୁ ଏକ କଲରାପତରିଆ ବାଘର ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡାର ରେଙ୍ଗାଳି ଡ୍ୟାମ୍‌ରୁ ଏକ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ଆଜି ସକାଳୁ ଖମାର ରେଂଜର ମାଙ୍କଡଚୁଆ ଗାଁର କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ କଲରା ପତରିଆର ମୃତଦେହ ଭାସୁଥିବାର ଦେଖିଥିଲେ।

ଏ ନେଇ ସେମାନେ ବନ ବିଭାଗକୁ ଖବର ଦେଇଛନ୍ତି। କଲରାପତରିଆ ବାଘର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିନାହିଁ।

 

 

You might also like