• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଅରଟେଲ୍‌ କମ୍ୟୁନିକେସନ୍‌ର କେବୁଲ୍‌ ତାର କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଅରଟେଲ୍‌ କମ୍ୟୁନିକେସନ୍‌ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି।

ଗତ କିଛି ଦିନ ହେଲା ବାଙ୍କୀରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲ୍‌ର କେବୁଲ୍‌କୁ ବାରମ୍ବାର କାଟୁଥିବା ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଅରଟେଲ୍‌ର ଶହେଟି ସ୍ଥାନରେ କେବୁଲ୍‌ କଟାଯାଇଥିବାରୁ ସଂସ୍ଥାର ୫୦ହଜାର ଟଙ୍କାର କ୍ଷତି ହୋଇଥିବା ଅରଟେଲ୍‌ ପକ୍ଷରୁ କୁହାଯାଇଛି।

‌ଅନ୍ୟପଟେ, ଏହି ଘଟଣାକୁ ନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ତେବେ ଏହି ଘଟଣାରେ ବାଙ୍କୀ ଥାନା ଅଧିକାରୀ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

https://youtu.be/x-1NMhXEiv4

Cable-wires-of-ortel-communication-allegedly-snapped-by-miscreants
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories