ପ୍ରବାସୀ ଓଡ଼ିଆଙ୍କୁ ଭୁବନେଶ୍ୱରରେ ଛାଡ଼ି ପଳାଇଲା ବସ୍

ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କୁ ଛାଡ଼ି ପଳାଇଲା ବସ୍। ତେଲାଙ୍ଗାନାରୁ ୪୦ ଜଣ ଯାତ୍ରୀ ନେଇ ଏହି ବସ୍‌ଟି ବାଲେଶ୍ୱର ଅଭିମୁଖେ ବାହାରିଥିଲା।

ହେଲେ ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ବରମୁଣ୍ଡାରେ ଛାଡ଼ି ପଳାଇ ଥିଲା। ପରେ ସେମାନଙ୍କ ପାଖରେ ପୋଲିସ ପହଞ୍ଚିବା ସହ ଏନେଇ ବିଏମସିକୁ ଅବଗତ କରାଇଛି।

You might also like