ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ୍ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖଣ୍ଡଗିରି କଳିଙ୍ଗନଗରରୁ ଚଢ଼ାଉ କରି ପୋଲିସ୍ ଏହି ବ୍ରାଉନସୁଗାର ଜବତ କରିଛି। ଏହା ସହ ଏକ ବନ୍ଧୁକ, ଦାମୀ କାର୍ ମଧ୍ୟ ଜବତ ହୋଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦଶପଲ୍ଲା ଅଞ୍ଚଳର ମୁନା ସେଠୀ ବୋଲି ସୂଚନା ମିଳିଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ୍ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଖଣ୍ଡଗିରି କଳିଙ୍ଗନଗରରୁ ଚଢ଼ାଉ କରି ପୋଲିସ୍ ଏହି ବ୍ରାଉନସୁଗାର ଜବତ କରିଛି। ଏହା ସହ ଏକ ବନ୍ଧୁକ, ଦାମୀ କାର୍ ମଧ୍ୟ ଜବତ ହୋଇଛି।
ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦଶପଲ୍ଲା ଅଞ୍ଚଳର ମୁନା ସେଠୀ ବୋଲି ସୂଚନା ମିଳିଛି।