କଟକ ଜଗତପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ

କଟକ: ପାର୍ଟନରସିପ୍‌ରେ ଚାଲିଥିଲା ବ୍ରାଉନସୁଗାର ବେପାର। କଟକ ଜଗତପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି। ସ୍କର୍ପିଓରେ ଚାଲାଣ ହେଉଥିଲା ଏହି ଧଳା ଜହର, ଆଉ ଏହି ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

କଟକର ଖପୁରିଆ ଛକ  ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଏହି ରାକେଟ୍‌ର ପର୍ଦ୍ଦାଫାସ କରିଛି। ବ୍ରାଉନସୁଗାର ଖଡ଼ଗପୁରରୁ ଅଣାଯାଇଥିଲା, ଏହା ଜଳେଶ୍ୱରରେ ପହଞ୍ଚିବା ପରେ କଟକ ଓ ଭୁବନେଶ୍ୱରରେ ବ୍ରାଉନ୍‌ସୁଗାରକୁ ଯୋଗାଇଥା’ନ୍ତି। ଗିରଫ ୪ ଜଣଙ୍କ ଘର ଜଳେଶ୍ୱରରେ। ୨ରୁ ୪ ବର୍ଷ ଧରି ଏହି ଗ୍ୟାଙ୍ଗ ବ୍ରାଉନ୍‌ସୁଗାର୍‌ କାରବାର କରିଆସୁଥିଲା। ସବୁଠୁ ବଡ଼ କଥା ହେଉଛି, ଧରାପଡ଼ିଥିବା ଦାମୀ କାର୍‌ଟି ଜଣେ ଆଇନଜୀବୀଙ୍କର ବୋଲି ଜଣାପଡିଛି। ଭଡ଼ା ଗାଡ଼ିରେ ବ୍ରାଉନ୍‌ସୁଗାର୍‌  ଆଣି ଚୋରା ଚାଲାଣ କରୁଥିଲେ। ପାର୍ଟନରସିପ୍‌ରେ ବିକ୍ରି କରି ଏମାନେ ପରସ୍ପର ଭିତରେ ଟଙ୍କା ବାଣ୍ଟି ନେଉଥିଲେ।

ଆହୁରି ପଢ଼ନ୍ତୁ

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

You might also like