ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ପାଇଁ ବିପିୟୁଟି ସେମିଷ୍ଟାର ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଲାଗି ଆଜି ହେବାକୁ ଥିବା ବିପିୟୁଟି ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜ ଓ ପରୀକ୍ଷା ସେଣ୍ଟରକୁ ଏ ସମ୍ପର୍କିତ ନୋଟିସ୍ ଜାରି ହୋଇଛି। ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଲାଗି ଆଜି ହେବାକୁ ଥିବା ବିପିୟୁଟି ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜ ଓ ପରୀକ୍ଷା ସେଣ୍ଟରକୁ ଏ ସମ୍ପର୍କିତ ନୋଟିସ୍ ଜାରି ହୋଇଛି।
ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।