ଘୁଞ୍ଚିଲା ବିପିୟୁଟି ପରୀକ୍ଷା
ଭୁବନେଶ୍ୱର: ମେ’ ୨୦ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଯାଇଛି। ଏହି ପରୀକ୍ଷା ଏବେ ଜୁନ୍ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି। ମେ’ ୨୦ରେ ନିଟ୍ ପରୀକ୍ଷା ଥିବାରୁ ବିପିୟୁଟି ପରୀକ୍ଷାକୁ ଘୁଞ୍ଚା ଯାଇଛି ବୋଲି ସୂଚନା ମିଳିଛି। ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ମେ’ ୨୦ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଯାଇଛି। ଏହି ପରୀକ୍ଷା ଏବେ ଜୁନ୍ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି।
ମେ’ ୨୦ରେ ନିଟ୍ ପରୀକ୍ଷା ଥିବାରୁ ବିପିୟୁଟି ପରୀକ୍ଷାକୁ ଘୁଞ୍ଚା ଯାଇଛି ବୋଲି ସୂଚନା ମିଳିଛି। ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି।