ଛାତ୍ରୀ ନିବାସକୁ ବୋମାମାଡ଼

ଯାଜପୁର  : ଯାଜପୁର ଏନ୍‌ସି କଲେଜ ଛାତ୍ରୀନିବାସ ଉପରକୁ ବୋମାମାଡ଼। ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଛାତ୍ରୀନିବାସରେ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କିଛି ଦୁର୍ବୃତ୍ତ ହଷ୍ଟେଲକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।

You might also like