ଏଟିଏମ୍ ଭ୍ୟାନ ଉପରକୁ ବୋମାମାଡ଼

ଲୁଟି ନେଲେ ଟଙ୍କା ବାକ୍ସ

ନୟାଗଡ଼: ଏଟିଏମ୍ ଭ୍ୟାନକୁ ବୋମାମାଡ଼ କରି ଟଙ୍କା ବାକ୍ସ ଲୁଟ୍ ଭଳି ଘଟଣା ମଙ୍ଗଳବାର ନୟାଗଡ଼ରେ ହୋଇଛି । ଏଟିଏମ୍‌ରେ ଟଙ୍କା ପୁରାଇବାକୁ ଯାଉଥିବା ଏକ ଭ୍ୟାନ ଉପରକୁ ବୋମାମାଡ କରି ଦୃବୁର୍ତ୍ତମାନେ ରାସ୍ତାରୁ ଟଙ୍କା ଲୁଟ୍ କରି ନେଇଛନ୍ତି ।

ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ଲୁଟ୍ ହୋଇଛି । ବୋମା ମାଡ଼ରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।

You might also like