ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜରିନ୍‌ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁବନେଶ୍ୱରରେ ଆଜି ସଂଧ୍ୟାରେ ହେବାକୁ ଥିବା ଏକ ଫ୍ୟାସନ୍ ଶୋ’ରେ ଯୋଗଦେବେ ଜରିନ୍ । ଓଡ଼ିଶାରେ ପହଞ୍ଚିବା ପରେ ସେ ଓଡ଼ିଆ ଖାଦ୍ୟ ପ୍ରତି ବିଶେଷ ଇଚ୍ଛା ଥିବା କହିଛନ୍ତି। ଏହା ଜରିନ୍‌ଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ।

You might also like