ଡଙ୍ଗା ବୁଡ଼ି ୧ ମୃତ, ୮ ନିଖୋଜ

କେନ୍ଦ୍ରାପଡ଼ା: ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ନିଖୋଜ ଅଛନ୍ତି।

ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ପାରାଦୀପର କୁଜଙ୍ଗ ଅଞ୍ଚଳରୁ କିଛି ବ୍ୟକ୍ତି ପିକ୍‌ନିକ୍ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

You might also like