• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କେନ୍ଦ୍ରାପଡ଼ା: ଡଙ୍ଗାବୁଡ଼ି ଘଟଣାରେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି। ନିୟମ କିଏ ଏବଂ କେଉଁଠି ଉଲ୍ଲଘନ କରିଛି ସେ ନେଇ ଖୋଳତାଡ଼ କରାଯାଉଛି।

ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଇନ୍‌ଲ୍ୟାଣ୍ଡ ୱାଟର୍ ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଯାଇଛନ୍ତି। ରାଜ୍ୟ ପରିବହନ ବିଭାଗ ଏବଂ IWDର ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି। ବିସ୍ତୁତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ସବୁ ସ୍ଥାନରେ କଡ଼ା ନିୟମ ରହିଛି। କିନ୍ତୁ ଏନେଇ ଲୋକେ ସଚେତନ ହେବା ଆବଶ୍ୟକ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ସେହିପରି ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିଲା। ମାଛ ଧରିବା ଡଙ୍ଗାରେ ଯାତ୍ରୀ ପରିବହନ ହୋଇଥିଲା ବୋଲି ଏସ୍ଆର୍‌ର୍ସି ବିଷ୍ଣୁପଦ ସେଠୀ କହିଛନ୍ତି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ, ଓଡ୍‌ରାଫ୍, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟଲୋକେ ସାମିଲ ଥିବା ଏସ୍ଆର୍‌ସି ସୂଚନା ଦେଇଛନ୍ତି।

Boat-capsized-in-kendrapara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories