• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ପାଣି  ନିଷ୍କାସନ ପାଇଁ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଯେଉଁ ପରିସ୍ଥିତି ଉପୁଜିଛି, ତାର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।

ନମ୍ବରଟି ହେଲା  0674-2430038

ବନ୍ୟା ପରିସ୍ଥିତି ନେଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୩୯ଟି ଅଭିଯୋଗ ଆସିଛି। ସମସ୍ୟାର ସମାଧାନ କରିବାକୁ ୪୦ ଅଫିସରଙ୍କ ସହ ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୩୦୦ ସଫେଇ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି। ପାଣି ବାହାର କରିବାକୁ ୯ଟି ପମ୍ପ ବିଭିନ୍ନ ସ୍ଥାନରେ ଲଗାଯାଇଛି। ବିଏମ୍‌ସିର ୪ଟି ଏବଂ ଅଗ୍ନିଶମ ବିଭାଗର ୫ଟି ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ ଚାଲିଛି। କିଛି ସ୍ଥାନରେ ଜେସିବି ସାହାଯ୍ୟରେ ସଫେଇ କାର୍ଯ୍ୟ ଚାଲିଛି।

Bmc-takes-steps-tp-dewater-submerge-areas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories