ସତ ଶୁଣିବାକୁ ସରକାରଙ୍କ ପାଖରେ ସାହସ ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଓଟିଭି ବିରୋଧରେ ବିଏମ୍‌ସିର ଅଭିଯୋଗ ଏବଂ କଣ୍ଠରୋଧ ଲାଗି କମିଶନରେଟ୍ ପୋଲିସ୍‌ର ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସତ କହିବା ପାଇଁ, ସତ ଶୁଣିବା ପାଇଁ ଅଦମ୍ୟ ସାହସ ଦରକାର। ହେଲେ ରାଜ୍ୟ ସରକାରଙ୍କ ପାଖରେ ସେହି ସାହସ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ସେ କହିଛନ୍ତି, ଗଣମାଧ୍ୟମକୁ ଡରାଇ ସତ ଉପରେ ଘଣ୍ଟ ଘୋଡ଼ାଇବା ଉଚିତ୍ ନୁହେଁ। ଗଣମାଧ୍ୟମ ଯଦି କିଛି ସାମ୍ନାକୁ ଆଣୁଛି ତାହା ସ୍ୱାଗତଯୋଗ୍ୟ।

ସେହିପରି ବରିଷ୍ଠ ବିଜେପି ନେତା ଜୁଏଲ୍ ଓରାମ କହିଛନ୍ତି, ଏହା ବିନାଶ କାଳେ ବିପରୀତ ବୁଦ୍ଧିର ପରିଚୟ। କରୋନା ପରିଚାଳନାରେ ରାଜ୍ୟ ସରକାର ଅନେକ ତ୍ରୁଟି କଲେ, ଦୁର୍ନୀତି କଲେ। ଗଣମାଧ୍ୟମ ସତ ସାମ୍ନାକୁ ଆଣୁଥିବାରୁ ଆକ୍ରୋଶ ରଖି ଏଭଳି କରାଯାଉଛି।

ପଢ଼ନ୍ତୁ: ଓଟିଭି ସୋସିଆଲ୍ ମିଡିଆ ଖବରକୁ ନେଇ ବିଏମ୍‌ସିର ପ୍ରତିକ୍ରିୟା

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like