• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର  : ଅାଜି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜାତୀୟ ରାଜପଥ ପାର୍ଶ୍ୱରେ ଚାଲିଛି ଉଚ୍ଛେଦ ଅଭିଯାନ। ଅାଇଆର୍‌ସି ଭିଲେଜ ଅଞ୍ଚଳର ଏନ୍ଏଚ୍ କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। NH କଡ଼ରେ ସ୍ୱେରେଜକୁ ଅନେକ ଲୋକ ଜବର ଦଖଲ କରିଥିଲେ।

ଅାଜି ବିଏମ୍‌ସି, ବିଡିଏ ଓ NHAI ପକ୍ଷରୁ ମିଳିତ ଭାବେ ଏହି ଜବର ଦଖଲକୁ ଉଚ୍ଛେଦ କରାଯାଉଛି।  ଏହା ଅାଗରୁ ଇସ୍କନ ମନ୍ଦିରର ଜବର ଦଖଲକୁ ଉଚ୍ଛେଦ କରାଯାଇଥିଲା। ଇସ୍କନ ମନ୍ଦିର ସାମ୍ନାରେ ଛାତିଏ ବର୍ଷା ପାଣି ଜମା ହେବା ପରେ ବଦନାମ ହୋଇଥିଲା ବିଏମ୍‌ସି। ଏହା ପରେ ବିଏମ୍‌ସିର ଚେତା ପଶିଛି।

Bmc-eviction-in-nayapalli
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories