• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ସହିଦ୍‌ ଦିବସରେ ରକ୍ତଦାନ ଶିବିର। ଆୟୋଜକ ଯୁବ ଭାରତ, ଖୋର୍ଦ୍ଧା ତରଫରୁ ଆସନ୍ତା ୨୩ ତାରିଖ ଶନିବାର ଦିନ ପଟିଆ ମେଗା ଷ୍ଟୋର, କିଟ୍‌ ଛକ ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବ।

ଭାରତ ସ୍ୱାଭିମାନ ନ୍ୟାସ, ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, କିଷାନ ସେବା ସମିତିର ମିଳିତ ସହଯୋଗରେ ଏହି ରକ୍ତଦାନ କାର୍ଯ୍ୟକ୍ରମଟି ପରିଚାଳିତ ହେବ। ସମୟ ସକାଳ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଉକ୍ତ ଶିବିରଟି ଚାଲିବ।

ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ ଓ ଓଜନ ୪୫ କେଜିରୁ ଅଧିକ ଥିବା ଇଚ୍ଛୁକ ସମସ୍ତ ପୁରୁଷ ଓ ମହିଳା, ଯେଉଁମାନଙ୍କର କୌଣସି ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଓ ଥାରଏଡ୍‌ ସମସ୍ୟା ନଥିବ ଏବଂ ହିମୋଗ୍ଲୋବିନ୍‌ର ମାତ୍ରା ୧୨ ଗ୍ରାମରୁ କମ୍‌ନଥିବ, ସେମାନେ ଏହି ଶିବିରକୁ ଆସି ରକ୍ତଦାନ କରିପାରିବେ।

 

Blood-donation-camp-organise-by-yuva-bharat-sangathan-on-sahid-diwas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories