ବିଜେପି ନେତାଙ୍କ ଗାଡ଼ି ଉପରକୁ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଦୋଛିଆଁ ବୁଥ୍ ନିକଟରେ ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସ୍ଥାନୀୟ ଦୋଛିଆଁ ବୁଥ୍‌ରେ ବିଜେଡି ବିଧାୟକ ଉମା ସାମନ୍ତରାୟ ବିଜେପିର ଏଜେଣ୍ଟଙ୍କୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏପରିକି ବୁଥ୍‌ରେ ରିଗିଙ୍ଗ୍ କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାର ପ୍ରତିବାଦ କରିବାକୁ ଯାଇଥିବା ବେଳେ କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

You might also like