୧୨ ଘଣ୍ଟିଆ ବିନିକା ବନ୍ଦ
ବିନିକା: ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ। ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ହସ୍ପିଟାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ବନ୍ଦ ପାଳନ କରାଯାଉଛି।
ଆହୁରି ପଢ଼ନ୍ତୁ
ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ଅଛି। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଧାରଣା ଦିଆଯାଇଛି।