‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

ଭୁବନେଶ୍ଵର:  ଓଡ଼ିଶାରେ କରୋନା  ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ। ରବିବାର ଲୋକସଭା ଆଲୋଚନାରେ ଭାଗ ନେଇ ଓଡ଼ିଶାରେ ସ୍ଵାସ୍ଥ୍ୟବସ୍ଥା ନେଇ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି ବୋଲି କହିଥିଲେ ସୁରେଶ ପୂଜାରୀ।

ଓ୍ବାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଛି।  ଦିଲ୍ଲୀରେ ଯେପରି କେନ୍ଦ୍ର ସରକାର ଦାୟିତ୍ୱ ନେଇ ସ୍ଥିତି ସମ୍ଭାଳଥିଲେ ଓଡ଼ିଶାରେ ସେପରି ହେଉ ବୋଲି ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ଓଡ଼ିଶା ସରକାର ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟରେ ପୂରା ବିଫଳ ହୋଇଛନ୍ତି, ତେଣୁ କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ ଓଡ଼ିଶାର କରୋନା ସ୍ଥିତି ସମ୍ଭାଳୁ ସାଂସଦ ସୁରେଶ ପୂଜାରୀ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like