ପୁଲିସ୍ ନାକେଦମ୍

ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ ବେଳେ ନାକେଦମ ପୁଲିସ। ନବୀନ ନିବାସ ଅାଗରେ ମହିଳାଙ୍କୁ ଅଟକାଇ ପୁଲିସକୁ ନାକେଦମ ହେବାକୁ ପଡିଛି। ସେପଟେ ନବୀନ ନିବାସକୁ ଧସେଇ ପଶିବାକୁ ଜିଦ୍‌ରେ ଅଟଳ ରହିଛି ମହିଳା ମୋର୍ଚ୍ଚ।

ମହିଳାମାନଙ୍କ ପ୍ରତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟର ଭାଇରାଲ୍ ଭିଡ଼ିଓ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ କାଲି ନିଷ୍ପତ୍ତି ନେଇଥିଲା ମୋର୍ଚ୍ଚା ।

You might also like