ପ୍ରକୃତ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନା ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ, ଆଗକୁ ଆହୁରି ଭୟଙ୍କର ହେବ। ସରକାର ବୋଧେ ଏହାର ଗୁରୁତ୍ୱକୁ ଉପଲବ୍ଧି କରୁନାହାନ୍ତି ବୋଲି ବିଜୟ କହିଛନ୍ତି। ଏହାସହିତ  କରୋନା ଗ୍ରାଉଣ୍ଡ ସ୍ଥିତିରୁ ବହୁ ଦୂରରେ ଥିବାବେଳେ ସରକାର ମିଛ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି।

IAS ପଠାଇଲେ କଣ ହେବ, ସେମାନଙ୍କର କିଛି ଅଭିଜ୍ଞତା ନଥିବାରୁ ୩ ବରିଷ୍ଠ IASଙ୍କୁ ସବ୍‌ଡିଭିଜନ୍‌କୁ ପଠାଇବା ସହ ମେଡିକାଲ ଟିମ୍ ସରକାର ଗଠନ କରନ୍ତୁ ବୋଲି ବିଜୟ କହଛନ୍ତି। ଏହାସହିତ  ଅଂହକାର ଛାଡ଼ି ବାସ୍ତବତାକୁ ସ୍ୱୀକାର କରନ୍ତୁ, ଭୁଲ୍‌ର ପୁନରାବୃତ୍ତି ନ କରନ୍ତୁ ବୋଲି କହିଛନ୍ତି ବିଜୟ।

ଏପରିକି କବିସୂର୍ଯ୍ୟନଗର ବ୍ଲକ ଓ NACରେ ୨୯ ମରିଥିବାବେଳେ ପ୍ରକୃତ ମୃତ୍ୟୁ ତଥ୍ୟକୁ ସରକାର ଲୁଚାଉଥିବା ଅଭିଯୋଗ କରିଛନ୍ତି ବିଜୟ। ସେପଟେ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like