ଟିଟୋ ସହ ସଂପର୍କ ନେଇ ପୁଣି ମୁହାଁମୁହିଁ ବିଜେପି-ବିଜେଡି

ଭୁବନେଶ୍ୱର : ଟିଟୋ ସହଯୋଗୀ ବାପୁ ପରିଡ଼ା ଗିରଫକୁ ନେଇ ବିଜେଡି-ବିଜେପି ମଧ୍ୟରେ କାଦୁଅ ଫିଙ୍ଗା। ବାପୁ ପରିଡ଼ାର ବିଜେଡି ସହ ଲିଙ୍କ୍‌ ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏ ପ୍ରସଙ୍ଗରେ ଅାଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେ ଟିଟୋକୁ ମଞ୍ଜିରୁ ମହାଦ୍ରୁମ କରିଛି ବିଜେଡି।

ଏହା ପଛରେ କାହା ହାତ ଅଛି ତାହା କେନ୍ଦ୍ରାପଡ଼ା ଲୋକ ଓ ଓଡ଼ିଶାବାସୀ ଜାଣନ୍ତି ଏବଂ ପୋଲିସ ସେମାନଙ୍କ ବିରୋଧରେ ମୋକଦ୍ଦମା କରି ଜେରା କରୁ ବୋଲି ପୃଥ୍ୱୀରାଜ ଦାବି କରିଛନ୍ତି।

ସେପଟେ ପୃଥ୍ୱୀରାଜଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଦାମଙ୍କ ପୁଅ ତଥା ବିଜେଡି ସଂପାଦକ ସମ୍ବିତ ରାଉତରାୟ। ସେ କହିଛନ୍ତି ବିଜେଡି କାହାକୁ ପୃଷ୍ଠପୋଷକତା ଦେଇନି। ଅପରାଧୀମାନେ ସବୁବେଳେ ବଡ଼ ଗଛର ଅାଶ୍ରୟ ଖୋଜନ୍ତି, ତେଣୁ ବାପୁ ପରିଡ଼ା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। କିନ୍ତୁ ନବୀନ କି ଅାମେ ତାକୁ ପୃଷ୍ଠପୋଷକତା ଦେଇନୁ। ଟିଟୋ ସହ ବାପୁର ସମ୍ପର୍କ ବିଷୟରେ ସେ ଜାଣିନାହାନ୍ତି ବୋଲି ମଧ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like