• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବ୍ରହ୍ମଗିରି  : ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍‌ ବ୍ରାହ୍ମଣ ଦେଓ ଗାଁରେ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀଙ୍କ ଉପରକୁ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ଅଭିଯୋଗ। କେତକ ବିଜେଡି କର୍ମୀ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବିଜୁ ଯୁବ ବାହିନୀ ସାହଯ୍ୟରେ କିଛି ବିଜେଡି କର୍ମୀ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଢେଲା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପରେ ପରେ ଠେଙ୍ଗାରେ ପିଟିବା ସହ କିଛି ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଲଳିତେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ଲୁଲୁଙ୍କ ପତ୍ନୀ ଓ ସମର୍ଥକ ପ୍ରଚାର ଅଭିଯାନରେ ବାହାରିବା ବେଳେ ଏହି ଆକ୍ରମଣ ହୋଇଥିଲା।ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

https://youtu.be/Yh0i8fTjt48

Bjd-yuva-bahini-attack-lulu-mahapatras-wife-in-election-campaigning
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories