ଦାମଙ୍କୁ ଶିକାର ଲାଗି ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି

ଗୃହ ଭିତରେ ମଦ ଲାଇସେନ୍‌ର ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରୁ ନଜର ହଟାଇ ଦାମଙ୍କୁ ଘେରିବାକୁ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଗୃହ ବାହାରେ ଦାମଙ୍କ ବିରୋଧରେ ବ୍ୟକ୍ତିଗତ ଅାକ୍ଷେପ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ବିଭିନ୍ନ ପ୍ରସଙ୍ଗରେ ଦାମଙ୍କୁ ଟାର୍ଗେଟ୍ କରିଥିବାବେଳେ ଦାମ ବି ଶୁଣାଇଛନ୍ତି ରୋକଠୋକ୍ ଜବାବ ।

ଅାଉ ଅବକାରୀ ମନ୍ତ୍ରୀ ଥିବାବେଳେ ମଦ ଦୋକାନ ଲାଇସେନ୍ସ ପ୍ରଦାନରେ ସଠିକ୍ ନିୟମ ପାଳନ ହୋଇନଥିବା ନେଇ ବିଜେଡି ମୁଖପାତ୍ର ସମୀର ଦାଶ ଅାଣିଥିବା ଅଭିଯୋଗର ବି କଡ଼ା ଜବାବ ରଖିଛନ୍ତି ଦାମ।

You might also like