ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି
କେନ୍ଦ୍ରାପଡ଼ା: ପାଟକୁରା ମତଦାନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛି ବିଜେଡି। ଏନେଇ ଦଳର ୮ଜଣ ମହିଳା ବିଧାୟକ ଆଜି ପୁଲିସ୍ ଡିଜି ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ପାଟକୁରାର ୫୬ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ସେଠାରେ ଅଧିକ ପୁଲିସ୍ ଫୋର୍ସ ମୁତୟନ ପାଇଁ ଅନୁରୋଧ କରିଛନ୍ତି। ଏପରକି ବିଜେପି ପକ୍ଷରୁ ବୁଥ୍ ଜବରଦଖଲ ଆଶଙ୍କା ଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଛି ବିଜେଡି ମହିଳା ଟିମ୍।
କେନ୍ଦ୍ରାପଡ଼ା: ପାଟକୁରା ମତଦାନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛି ବିଜେଡି। ଏନେଇ ଦଳର ୮ଜଣ ମହିଳା ବିଧାୟକ ଆଜି ପୁଲିସ୍ ଡିଜି ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି।
ପାଟକୁରାର ୫୬ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ସେଠାରେ ଅଧିକ ପୁଲିସ୍ ଫୋର୍ସ ମୁତୟନ ପାଇଁ ଅନୁରୋଧ କରିଛନ୍ତି। ଏପରକି ବିଜେପି ପକ୍ଷରୁ ବୁଥ୍ ଜବରଦଖଲ ଆଶଙ୍କା ଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଛି ବିଜେଡି ମହିଳା ଟିମ୍।