• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିବୃତି ମୁତାବକ ରାଜ୍ୟରେ ଏବେ ଭୋଟ ଗଣନା ଆଗେଇ ଚାଲିଥିବା ବେଳେ ବିଜେପି ୨୨ଟି ଓ ବିଜେଡି ୮୮ ସିଟ୍‌ରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୨ଟି ବିଧାନସଭା ସିଟ୍‌ରେ ଆଗୁଆ ରହିଥିବା ଜଣାପଡିଛି। ସମସ୍ତ ୧୪୬ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗଣତି ଚାଲିଛି। କଂଗ୍ରେସର ସ୍ଥିତି ଭଲ ନ ଥିଲେ ମଧ୍ୟ ୨ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଥିବା  ଖବର ମିଳିଛି। କଂଗ୍ରେସ ଦଳରୁ ଜଟଣୀ ବିଧାୟକ ପ୍ରାର୍ଥୀ ସୁରେଶ ରାଉତରାୟ ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମିପ୍ରୀୟା ନାୟକ ଭୋଟ୍ ଗଣନାରେ ଆଗୁଆ ଅଛନ୍ତି।

Bjd-leads-88-seats-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories