ବାଲେଶ୍ୱର ସଭାରେ ବିଜେଡି ଉପରେ ବର୍ଷିଲେ ମୋଦି

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ଆଜି ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେଡ଼ି ଉପରେ ଘନ ଘନ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟ୍‌ଫଣ୍ଡ ଦୁର୍ନୀତିରେ ଲିପ୍ତ ବିଜେଡି ନେତାମାନେ ବାଲେଶ୍ୱରବାସୀଙ୍କୁ ଠକିଛନ୍ତି ବୋଲି କହି ମୋଦି ସିଧା ଟାର୍ଗେଟ୍ କରିଛନ୍ତି। ଖାଲି ସେତିକି ନୁହେଁ ଏଠାକାର ବିଜେଡ଼ି ନେତାମାନେ କୋଟି କୋଟି ଟଙ୍କା ଠକି ନେଇଛନ୍ତି ବୋଲି ମୋଦି କହିଛନ୍ତି।

ବିଜେଡି ନେତା ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଚିଟଫଣ୍ଡ ଭଳି ସବୁ ଦୁର୍ନୀତିରେ ସଂପୃକ୍ତ ବୋଲି ମୋଦି କହିଛନ୍ତି। ହେଲେ ଏବେ ପରିସ୍ଥିତି ବଦଳିଛି। ୩ ବର୍ଷ ତଳେ ମୁଁ ବାଲେଶ୍ୱର ଆସିଥିଲି। ପରିବର୍ତ୍ତନ ପାଇଁ ବାଲେଶ୍ୱର ବ୍ୟଗ୍ରତା ଦେଖାଇଥିଲା। ଆଉ ଏବେ ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like