ବିଜେପିର ଇସ୍ତାହାର ନେଇ ସିଇଓ ଏବଂ ଥାନାକୁ ଗଲା ବିଜେଡି

ଭୁବନେଶ୍ୱର : ବିଜେପିର ଇସ୍ତାହାର ନେଇ ନିର୍ବାଚନ ସିଇଓ ଏବଂ ଥାନାକୁ ଗଲା ବିଜେଡି। ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ନେଇ ବିଜେଡି ସିଇଓ ଓ ଥାନାରେ ଫେରାଦ ହୋଇଛି।

ଖାରବେଳ ନଗର ଥାନାରେ ଦଳ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ସିଇଓଙ୍କ ଠାରେ ଦଳ ଅଭିଯୋଗ କରିଛି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଜେପି ଠକିଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେଡି।

You might also like