• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କାମର ହିସାବ ଦେବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ଗାଇଡ୍‌ଲାଇନ୍। ସଂସଦକୁ ନିର୍ବାଚିତ ବିଜେଡି ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମର ହିସାବ ମାଗିଛନ୍ତି। ଅଗଷ୍ଟ ମାସଠାରୁ ପ୍ରତି ଦୁଇ ମାସରେ ଥରେ ଲିଖିତ ଭାବେ ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାସର ୧୦ ତାରିଖ ସୁଦ୍ଧା ସାଂସଦମାନେ ଲିଖିତ ଭାବେ ରିପୋର୍ଟ ଦେଲେ, ନବୀନ ସେଗୁଡ଼ିକ ଉପରେ ସମୀକ୍ଷା କରିବେ। ହିସାବ ମାଗିବା ସହିତ ସାଂସଦମାନଙ୍କୁ ନିଜ ଅଞ୍ଚଳ ଗସ୍ତ କରି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Bjd-chief-naveen-patnaik-asks-his-mps-to-submit-bimonthly-report-on-their-performance1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories