ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ

କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ। ହାଇକୋର୍ଟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଶପଥ ଉତ୍ସବ ଆୟୋଜିତ ହୋଇଥିଲା। ଗୃହ ସଚିବ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ନିଯୁକ୍ତି ପତ୍ର ପାଠ କରିବା ପରେ ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଜଷ୍ଟିସ୍ ରାଉତରାୟଙ୍କୁ ଶପଥ ପାଠ କରାଇଥିଲେ।

ଏବେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିଛି। ଆଜିର ଉତ୍ସବରେ ହାଇକୋର୍ଟର ବିଚାରପତି, ଅବସରପ୍ରାପ୍ତ ବିଚାରପତି, ସ୍ୱତନ୍ତ୍ର ରିଲିଫ କମିଶନର, ଆଇନ ସଚିବ, ପୁଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ଆଇନଜୀବୀମାନେ ଯୋଗ ଦେଇଥିଲେ। ହାଇକୋର୍ଟ ବିଚାରପତି ହେବା ପୂର୍ବରୁ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଆଇନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

 

ଆହୁରି ପଢ଼ନ୍ତୁ

ଜଙ୍ଗଲରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

‘ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବକି ?’

ବାଲି ତଳୁ ମିଳିଲା କଟା ମୁଣ୍ଡ

ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ, ବନ୍ଧା ହେଲେ ଗୁଣିଆ ଦମ୍ପତି

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣା: ଫ୍ୟାକ୍ଟ୍ରି ସିଲ୍‌ କଲା ପୁଲିସ୍‌, ୭ ଅଟକ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ୧୦୦ ଅସୁସ୍ଥ

ଉଇ ଖାଇଗଲା ବୃଦ୍ଧାଙ୍କ ୨୦ ହଜାର ଟଙ୍କା

ବିଧାନସଭାରେ ସ୍ମିତାରାଣୀଙ୍କ ମୃତ୍ୟୁ ଝଡ଼; ଅନୁମତି ନ ମିଳିବାରୁ ହଟ୍ଟଗୋଳ

ମଦ ପାଇଁ ବିଧାନସଭା ହୁଲୁସ୍ତୁଲ୍; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ରଙ୍ଗଶାଳା ଓ ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ଖୋଲିଲା

ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍

ଦରଦୀ ଚୋର ! ଚୋରି କରି ନେଇଯାଇଥିଲା, ପୁଣି ବସ୍‌ରେ ଫେରାଇଦେଲା

You might also like