କପି ଧରିଥିବାରୁ ରାଗ ରଖି ପ୍ରିନ୍ସିପାଲ୍‌ଙ୍କୁ ହାତୁଡ଼ିରେ ପିଟିଲେ ପୂର୍ବତନ ଛାତ୍ର

ଭୁବନେଶ୍ୱର: କପି ଧରିଥିବାରୁ ରାଗ ସୁଝାଇଲେ ଛାତ୍ର। କଲେଜ ଭିତରେ ପଶି ପ୍ରିନ୍ସିପାଲ୍‌ଙ୍କୁ ପିଟିଲେ ପୂର୍ବତନ ଛାତ୍ର। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ପଟିଆ ଅଞ୍ଚଳରେ। କଲେଜ ଭିତରେ ପଶି ପ୍ରିନ୍ସିପାଲ୍‌ଙ୍କୁ ହାତୁଡ଼ିରେ ପିଟିଛନ୍ତି ପୂର୍ବତନ ଛାତ୍ର।

ପୋଲିସ୍‌ର କହିବା ଅନୁସାରେ ୨୦୧୯ରେ ଏହି ଘରୋଇ କଲେଜ୍‌ରେ ଛାତ୍ର ଜଣକୁ ପଡ଼ୁଥିଲେ। ତେବେ କପି କରିବା ବେଳେ ପ୍ରିନ୍ସପାଲ୍ ତାଙ୍କୁ ଧରିଥିଲେ। ଏହାସହ ବେଳେ ବେଳେ ଚୁଟି ଠିକ୍‌ରେ କୁଣ୍ଡାଇ ନଥିବାକୁ ନେଇ ପ୍ରିନ୍ସପାଲ୍ ଗାଳି ଗୁଳଜ ବି କରିଥିଲେ।

ଯାହାକୁ ନେଇ ପୂର୍ବତନ ଛାତ୍ର ଜଣକ ରାଗ ରଖିବା ସହ ଏନେଇ ପ୍ରତିଶୋଧ ନେବାକୁ ଯୋଜନା ଖୋଜିଥିଲେ। କଲେଜରେ ସମସ୍ତେ ଥିବା ସମୟରେ ହଠାତ୍ ଅଫିସ୍ ଭିତରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି ପୂର୍ବତନ ଛାତ୍ର। ଅଭିଯୁକ୍ତ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like