ଖୋଲିଲା ଭିତରକନିକା

ଅାଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇବେ

କେନ୍ଦ୍ରାପଡ଼ା : ଖୋଲିଲା ଭିତରକନିକା। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’୧ ତାରିଖରୁ ବନ୍ଦ ଥିଲା ଭିତରକନିକା। ପ୍ରଜନନ ଋତୁ ଶେଷ ହୋଇଥିବାରୁ ଅାଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ।

ତେବେ ଭିତରକନିକା ଅଂଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ୍‌ ରହିଛି।  ଭିତରକନିକା ଅଭୟାରଣ୍ୟ ଗତ ମେ’୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ପ୍ରାୟ ୩ ମାସ ହେବ ବନ୍ଦ ରହିବା କାରଣରୁ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକମାନେ ଭିତରକନିକା ଯିବାରୁ ବଞ୍ଚିତ ହେଉଥିଲେ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like