ଆଜିଠୁ ଭିତରକନିକା ବନ୍ଦ

ଭୁବନେଶ୍ୱର: ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।

ଏହି ସମୟରେ ପକ୍ଷୀ ଗଣନା କାର୍ଯ୍ୟ କରାଯିବ। ଏଥିପାଇଁ ୧୬ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୩ରୁ ୪ଜଣ ସଦସ୍ୟ ରହିବେ।

ଏହାଛଡ଼ା ଭିତରକନିକାରେ ଥିବା କୁମ୍ଭୀରଙ୍କ ଗଣନା ମଧ୍ୟ କରାଯିବ। ବମ୍ବେ ନାଚୁରାଲ୍‌ ହ୍ରିଷ୍ଟ୍ରି ସୋସାଇଟିର ଉପନିର୍ଦ୍ଦେଶକ ଡଃ ବାଲ୍‌ଚନ୍ଦ୍ରନଙ୍କ ନେତୃତ୍ୱରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି।

You might also like