ଭଦ୍ରକରୁ ୮ ପ୍ରବାସ ଫେରନ୍ତାଙ୍କୁ ଧରି କ୍ୱାରେଣ୍ଟିନ୍‌ରେ ରଖିଲା ପୁଲିସ୍

ଭଦ୍ରକ: ଭଦ୍ରକ ବନ୍ତ ଛକରେ ସୁରତରୁ ୮ ପ୍ରବାସୀ ଶ୍ରମିକ ଫେରିଥିବା ଖବର ମିଳିବା ପରେ  ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ ନେଇ ଭଣ୍ଡାରିପୋଖରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଛାଡ଼ିଛି।

ପୋଲିସର ତଦନ୍ତରୁ ଜଣା ପଡ଼ିଛି ଯେ, ୫୬ ଜଣ ସୁରତ ଫେରନ୍ତା ନିଜ ଖର୍ଚ୍ଚରେ ଏକ ବସ ଯୋଗେ ଓଡ଼ିଶା ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକେ ବ୍ରହ୍ମପୁରରେ, କିଛି ଯାଜପୁର ଜିଲ୍ଲା ପାଣିକୋଇଲିରେ ଓହ୍ଲାଇଥିଲେ। ତେବେ ବସ୍‌ଟି ୮ ଜଣଙ୍କୁ ଭଦ୍ରକ ବନ୍ତ ଛକରେ ଛାଡ଼ି ଚାଲିଯାଇଥିଲା।

ଏମାନଙ୍କ ମଧ୍ୟରୁ ବାଲେଶ୍ୱର ୪ ଓ ଭଦ୍ରକ ୪ ଜଣ ଲୋକ ଅଛନ୍ତି। ଘଟଣା ସ୍ଥଳରେ ଟାଉନ ପୋଲିସ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like