ସମ୍ବଳ ସରିଲା, ଏମାନେ ବାହୁଡ଼ିଲେ ଘରକୁ

ଭଦ୍ରକ: ଅଦୃଶ୍ୟ କରୋନା ମହାମାରି ପାଇଁ ସବୁଠି ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। କରୋନାକୁ ଜିଣିବା ଆଉ ଜୀବନ ଜିଇଁବାକୁ ଚାଲିଛି ସଚେତନତାର ଲଢ଼େଇ। ଏହି ଲଢେଇ ଭିତରେ ବଳିପଡୁଛନ୍ତି ବହୁ ଗରିବ, ଅସହାୟ ଓ ଦିନମଜୁରିଆ। ଏପରିକି କମ୍ପାନୀରେ କାମ କରୁଥିବା କର୍ମଚାରୀ ବି ଘରେ ବସିଛନ୍ତି।

ଦୀର୍ଘଦିନ ବସିବା ପରେ ଏମାନଙ୍କ ପାଖରେ ଖାଇବା ଅଛି ନା ଚଳିବା ପାଇଁ ଅର୍ଥ ଅଛି ଶେଷରେ ଭୋକ ଉପାସ ସହି ନପାରି ଚାଲି ଚାଲି ଘରକୁ ଫେରୁଛନ୍ତି ଶ୍ରମିକ। ଭଦ୍ରକ ଜିଲ୍ଲା ଧାମରା ଆଦାନୀ ପୋର୍ଟର ବିଭିନ୍ନ ବିଭାଗରେ ଠିକାରେ କାମ କରୁଥିବା ଶ୍ରମିକମାନେ ନିଜ ଘର ବିହାର, ଝାଡଖଣ୍ଡ ଏବଂ ଉତ୍ତର ପ୍ରଦେଶ ଅଭିମୁଖେ ବାହାରିଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like