• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସେହିପରି ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସରେ ରଖାଯାଇଛି। ଆଜିଠୁ ଜିଲ୍ଲାରେ ପ୍ରଥମ ଥର ଲାଗି ଡ୍ରୋନ୍ ଯୋଗେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି। ଏଥିସହ କୋଲକାତା ଫେରନ୍ତାଙ୍କ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ନଜର ରଖିଛି। ପ୍ରଥମ ଥର ଲାଗି ଭଣ୍ଡାରୀପୋଖରୀ ତେସିଙ୍ଗା ପଞ୍ଚାୟତରେ ଆରମ୍ଭ ହୋଇଛି ଡ୍ରୋନ୍ ଯୋଗେ ସର୍ଭେଲାନ୍ସ କାମ।

Bhadrak-administration-more-alert-after-19-people-tested-covid-19-in-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories