ବାର ଘଣ୍ଟିଆ ବରପାଲି ବନ୍ଦ

ବରପାଲି: ବିଭିନ୍ନ ଦାବି ନେଇ ଆଜି ବରପାଲିରେ ୧୨ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ବରପାଲିକୁ ସବଡ଼ିଭିଜନ ମାନ୍ୟତା ଓ ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଏହାଯୋଗୁ ବରପାଲିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।

You might also like