ଆଇନଜୀବୀଙ୍କୁ ହେଲମେଟ୍‌ ନିୟମ ଛାଡ଼ ପାଇଁ ଅନୁରୋଧ

ବାଲେଶ୍ୱର( ରଶ୍ମୀରଂଜନ ଦାସ) : ଆଇନଜୀବୀଙ୍କୁ ହେଲେମେଟ୍‌ ନିୟମ ଛାଡ଼ ପାଇଁ ଅନୁରୋଧ। ବାଇକ୍‌ ଚଳାଇବା ବେଳେ ହେଲମେଟ୍‌ ନପିନ୍ଧିଲେ ଜରିମାନା ନକରିବାକୁ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଏସପିଙ୍କୁ ଅନୁରୋଧ କରାଯାଇଛି।

ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆଇନଜୀବୀଙ୍କୁ ଏହି ଆଇନରୁ ବାଦ୍ ଦେବାକୁ ଆସୋସିଏସନ ଏସପିଙ୍କୁ ଚିଠି ଲେଖିଛି। ସହରର ବିଭିନ୍ନ କୋର୍ଟରେ ଥିବା ମାମଲା ଲଢିବାକୁ ବାରମ୍ବାର ବିଭିନ୍ନ କୋର୍ଟକୁ ଆଇନଜୀବୀଙ୍କୁ ଯିବାକୁ ପଡ଼ୁଥିବାରୁ ହେଲମେଟ ପିନ୍ଧିବା ନିୟମରୁ ବାଦ ଦେବା ସହ ଅଯଥା ସେହି ସମୟ ମଧ୍ୟରେ ନ ଅଟକାଇବାକୁ ବାର ବୈଠକରେ ଏକ ସଂକଳ୍ପ ପାରିତ କରି ଏସ୍‌ପିଙ୍କୁ ଜଣାଇଛି ଆସୋସିଏସନ।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like