• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବାଲେଶ୍ୱର : ବାଲେଶ୍ୱରରେ ସଟର ତାଡ଼ି ବ୍ୟାଙ୍କ ଲୁଟ୍। ଗତକାଲି ରାତିରେ ସଦର ବ୍ଲକ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ସଟର ଭାଙ୍ଗି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରୀ ହୋଇଛି ଏନେଇ କୌଣସି ସୂଚନା ମିଳିପାରିନାହିଁ। ଏହାସହ ବ୍ୟାଙ୍କ ନିକଟରେ ଥିବା ଏକ ରଡ୍‌ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ରୋକ୍‌ କରିଛନ୍ତି।

https://youtu.be/9pYdsigfSVo

Bank-loot-in-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories