‘ମୁଁ ମଦ ଦେଇଛି ନା ମାଂସ ଭାତ ଦେଇଛି….ଛାତି ଧଡଧଡ଼ ହେବ ?’

ବାଲେଶ୍ୱର: ବାଲେଶ୍ୱର ବିଧାନସଭା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। କିଏ ହାତେଇବ ବାଲେଶ୍ୱର ଆସନ  ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା।  ବାଲେଶ୍ୱରରେ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି ବିଜେଡି ଏହି ଆସନରେ ଆଗେଇଛି।

ତେବେ ଏହି ଆସନରେ ସବୁଠାରୁ ଚର୍ଚ୍ଚାରେ ଥିବା ବେଣୁ ମଉସା ମଧ୍ୟ ଫଳାଫଳକୁ ନେଇ ବେଶ ଉତ୍ସାହିତ । ହେଲେ ତାଙ୍କର ଉତ୍ସାହ, ଉତ୍କଣ୍ଠା ଭିନ୍ନ ପ୍ରକାର।

ବେଣୁ ମଉସା କହନ୍ତି, ଛାତି କାହିଁକି ମୋର ଧଡ ଧଡ ହେବ ? ମୁଁ କାହାକୁ ମାସଂଭାତ ଦେଇଛି ନା ମଦ ଦେଇଛି  ?  ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଉ କ’ଣ କହୁଛନ୍ତି ବେଣୁ ମଉସା ଦେଖନ୍ତୁ ଭିଡିଓ।

You might also like