• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର: ବିଜେଡି ଓ ନବୀନ ସରକାର ପ୍ରତି ବଲାଙ୍ଗିରରେ ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ତେରଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପରୋକ୍ଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ବୈଜୟନ୍ତ ଟୁଇଟ୍ କରିଛନ୍ତି, ଏହା ଖେଳନା ବନ୍ଧୁକରେ ମରାମରି ଭଳି କଥା। ଖେଳନା ବନ୍ଧୁକରେ ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି।

ଏଥିରୁ ଆପଣଙ୍କୁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିବ, କିନ୍ତୁ ସବୁ ବାଣ ଫୁଟିବା ଭଳି ନିଷ୍ପ୍ରଭ। ସଂସଦର ଭୋଟିଂ ରେକର୍ଡ ଓ ବଡ଼ ବଡ଼ ଦୁର୍ନୀତିର ତଦନ୍ତ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ। ଏହା ଦ୍ୱାରା ଉଭୟ ପକ୍ଷର ଜିତ୍ ହେଉଛି। କିନ୍ତୁ ଓଡ଼ିଶା ହାରୁଛି ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ।

Baijayanta-tweet-for-modis-reaction-on-bjd-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories