ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ପଣ୍ଡାଙ୍କ ରାଲି
ପଟ୍ଟାମୁଣ୍ଡାଇ ( ପ୍ରବୀର କୁମାର ନାୟକ) : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପଟ୍ଟାମୁଣ୍ଡାଇରେ ନିର୍ବାଚନୀ ରାଲି କରୁଛନ୍ତି। ପଟ୍ଟାମୁଣ୍ଡାଇ ପୋହଳ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ଏହି ରାଲି ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଦେଇ ଖଡିଅନ୍ତା, ଅରଡପଲ୍ଲୀ, କାଠିଆପଡ଼ା, ଚନ୍ଦନନଗର ଆଦି ସ୍ଥାନ ଦେଇ ଆସିବା ପରେ ରାଜନଗର ବଜାରରେ ପହଞ୍ଚିବ। ଏହି ରାଲିରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି।
ପଟ୍ଟାମୁଣ୍ଡାଇ ( ପ୍ରବୀର କୁମାର ନାୟକ) : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପଟ୍ଟାମୁଣ୍ଡାଇରେ ନିର୍ବାଚନୀ ରାଲି କରୁଛନ୍ତି। ପଟ୍ଟାମୁଣ୍ଡାଇ ପୋହଳ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ଏହି ରାଲି ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଦେଇ ଖଡିଅନ୍ତା, ଅରଡପଲ୍ଲୀ, କାଠିଆପଡ଼ା, ଚନ୍ଦନନଗର ଆଦି ସ୍ଥାନ ଦେଇ ଆସିବା ପରେ ରାଜନଗର ବଜାରରେ ପହଞ୍ଚିବ।
ଏହି ରାଲିରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି।