• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କଟକ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବୈଜୟନ୍ତ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଘରକୁ ଘର ବୁଲି ବୁଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ।

ଏଥିସହ ବୈଜୟନ୍ତ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ରେଲୱେ ଓଭରବ୍ରିଜ୍ କାମକୁ ତଦାରଖ କରିଥିଲେ। ଏଠାରେ ଥିବା ୧୭୪ ନମ୍ବର ରେଲ୍‌ୱେ ଫାଟକ ଦୀର୍ଘ ସମୟ ପଡି ରହିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ବୈଜୟନ୍ତ ସାଂସଦ ଥିବା ସମୟରେ ଏଠାରେ ଓଭରବ୍ରିଜ୍ ନିର୍ମାଣ ଲାଗି ବହୁ ବାର ଦାବି କରିଥିଲେ। ପରେ ଓଭରବ୍ରିଜ୍ ନିର୍ମାଣ ଲାଗି ସରକାରୀସ୍ତରରେ ଅନୁମୋଦନ ମିଳିଥିଲା।

https://youtu.be/T2EudDyEK7E

Baijayanta-panda-visit-tangi-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories