ଗଳାକାଟି ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ

୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ

ବ୍ରହ୍ମପୁର: ୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ରହିଛି।  ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ MKCGରେ ଭର୍ତ୍ତି କରାଯାଇଛି।

ଗୋଳନ୍ଥରା ଥାନା ସୋରଳ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ,  ଏକ ବନ୍ଦ କୋଠରୀରେ ଶିଶୁକନ୍ୟାକୁ ୨ ଜଣ ହତ୍ୟା ଉଦ୍ୟମ କରିଥିଲେ। ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଗୋଳନ୍ଥରା ପୋଲିସ।

You might also like